ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ହେଲେ ରାହୁଲଦ୍ରାବିଡ

0 190

ଭୁବନେଶ୍ୱର,୮ା୨(ଏସଏସନିଉଜ) IND vs AUSପ୍ରଥମ ଟେଷ୍ଟରେ ନାଗପୁର ପିଚ୍‌କୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ରାହୁଲ ଦ୍ରାବିଡ ।ଏନେଇ କ୍ୟୁରେଟରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଛି ।ଭାରତ ଏବଂ ଅଷ୍ଟ୍ରେଲିଆମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟସିରିଜର ପ୍ରଥମମ୍ୟାଚ୍ ନାଗପୁର ପଡିଆରେ ଆସନ୍ତାକାଲି ଖେଳାଯିବ ।ନାଗପୁରରେ ଏକ ସ୍ପିନିଂଟ୍ରାକ୍ ପାଇଁ ରାହୁଲଦ୍ରାବିଡ଼ କରିଛନ୍ତି ଦାବି । ଭାରତପାଇଁ ଏହି ଟେଷ୍ଟସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଅଟେ ।ଭାରତ ଯଦି ଆଇସିସିୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍ ୨୦୨୧-୨୩ର ଫାଇନାଲରେ ସ୍ଥାନ ହାସଲକରିବାକୁ ଚାହୁଁଛି, ତେବେ ଏହି ସିରିଜ ଜିତିବା ଜରୁରୀ ଅଟେ ।

Leave A Reply

Your email address will not be published.