ନୂଆପଡ଼ା,୨୫/୭(ଏସଏସନିଉଜ)ନୂଆପଡ଼ା ଖଡ଼ିଆଳ ଗାନ୍ଧିନଗର ନିକଟରେ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ପିଲାଙ୍କୁ ନେଇ ଯିବାବେଳେ ନାଳକୁ ଖସିପଡ଼ିଛି ସ୍କୁଲବସ୍।ବସ୍ରେ ୨୧ଜଣ ଛାତ୍ରଛାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଥିବାର ଜଣାପଡିଛି।ନାଳରୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।ପିଲାଙ୍କୁ ଉଦ୍ଧାର ପରେ ଘଟଣାର ତଦନ୍ତ କରୁଛି ପୋଲିସ ।
