ନନ୍ଦନକାନନରେ ନୂଆ ଅତିଥି

0 438

ଭୁବନେଶ୍ବର:୪/୧୨-ନନ୍ଦନକାନନ ପ୍ରାଣିଉଦ୍ୟାନରେ ଜନ୍ତୁ ମଡକ କୁ ନେଇ କର୍ତ୍ତୁପକ୍ଷ ଚିନ୍ତାରେ ଥିବାବେଳେ ବୁଧବାର ଉଦ୍ୟାନର ଭାଲୁ ସଫାରିରେ ପ୍ରଥମ କରି ଗୋଟିଏ ଭାଲୁ ମା ହୋଇଛି । ଗୋଟିଏ ଶାବକକୁ ଜନ୍ମଦେଇ ପ୍ରାଣୀଉଦ୍ୟାନରେ ଖୁସିର ବାତାବରଣ ଖେଳିଯାଇଛି । ମା ଓ ଛୁଆ କୁ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଛି । ଉଭୟ ମା ଓ ଛୁଆ ସୁସ୍ଥ ଥିବା ବେଳେ ଏମାନଙ୍କ ସଖ୍ୟା ୧୦ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.