ବାରଙ୍ଗ,୬।୫(ଏସଏସନିୟୁଜ)ପ୍ରଶାନ୍ତ କୁମାର ପଣ୍ଡା ନନ୍ଦନକାନନ ଉପ-ନିର୍ଦ୍ଦେଶକ ଭାବେ ମଙ୍ଗଳବାରଠାରୁ ଦାୟିତ୍ୱରେ ରହିଛନ୍ତି। ସନତ କୁମାର ଏନ୍ ୨୨ଦିନ ପାଇଁ ଛୁଟିରେ ଯିବାପରେ ପଣ୍ଡା ଅସ୍ଥାୟୀ ଭାବେ ତାଙ୍କ ଦାୟିତ୍ଵରେ ରହିଥିବାର ଜଣାପଡିଛି।ଏବେ ପିସିସିଏଫ୍ କାର୍ଯ୍ୟ।ଳୟରେ ପ୍ରଶାନ୍ତ କୁମାର ପଣ୍ଡା ଉପ-ବନସଂରକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ୬ତାରିଖଠାରୁ ୨୮ତାରିଖ ୨୨ଦିନ ପର୍ଯ୍ୟନ୍ତ ସେ ନନ୍ଦନକାନନ ର ଦାୟିତ୍ବରେ ରହିବେ।ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିବାପରେ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଯାଇ ବୁଲିକି ଦେଖିଛନ୍ତି।ଉଭୟପାର୍କର ରେଞ୍ଜଅଫିସର ଓ ପଦାଧିକାରୀ ମାନେ ତାଙ୍କୁ ଭେଟି ପରିଚାଳନା କ୍ଷେତ୍ର ବିଷୟରେ ବିଭିନ୍ନ ଆଲୋଚନାମାନ କରିଥିବାର ଜଣାପଡିଛି।