ନନ୍ଦନକାନନରେ ଖୁସି ଖବର: ଗୟଳ ଶାବକ ଜନ୍ମ ୫ କୁ ବୃଦ୍ଧି

0 533

ନନ୍ଦନକାନନ:୯/୯(ଏସଏସଏନ୍) ନନ୍ଦନକାନନ ପାଇଁ ଖୁସି ଖବର । ଖାଲି ନନ୍ଦନକାନନ ପାଇଁ ନୁହଁ ,ପର୍ଯ୍ୟଟକଙ୍କ ପାଇଁ ମଧ୍ୟ । କାରଣ ଆସନ୍ତା ଅକ୍ଟୋବର ୧ତାରିଖରେ ପ୍ରାଣୀଉଦ୍ୟାନ ଖୋଲିବାକୁ ଥିବା ବେଳେ ପ୍ରାଣୀଉଦ୍ୟାନର ୪୩ ନମ୍ବର ଖୁଆଡରେ ବୁଧବାର ସକାଳ ସମୟରେ ଗୋଟିଏ ଗୟଳ ଶାବକ ଜନ୍ମ ନେଇଛି । ଶାବକ ଜନ୍ମ ଦେବା ପରେ ମା ଛୁଆ ସୁସ୍ଥ ଥିବା କର୍ତୁପକ୍ଷଙ୍କ ତରଫରୁ ସୁଚନା ମିଳିଛି । ଏହି ଶାବକ ଜନ୍ମ ଦେବା ପରେ ଏମାନଙ୍କ ସଂଖ୍ୟା ୫ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.