ନନ୍ଦନକାନନରେ ଗୟଳ ଶାବକ ସଂଖ୍ୟା ୬ କୁ ବୃଦ୍ଧି

0 251

ବାରଙ୍ଗ,୧୬/୯(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୪୨ନଂଖୁଆଡ଼ରେ ରହୁଥିବା ଏକ ମାଇ ଗୟଳ ଆଜି ଏକ ଶାବକ ଜନ୍ମ ଦେଇଛି।ଜନ୍ମ ଦେବାପରେ ଉଭୟ ମା ଓ ଶାବକ ସୁସ୍ଥ ଅଛନ୍ତି।ଶାବକ ଟିର ଲିଙ୍ଗ ଲିଙ୍ଗ ନିରୂପଣ ହୋଇପାରିନାହିଁ।ଉଭୟ ମା ଓ ଶାବକ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ରହିଛନ୍ତି।ପୂର୍ବରୁ ପ୍ରାଣୀ ଉଦ୍ୟାନରେ ୩ ଟି ଅଣ୍ଡିରା ୨ ଟି ମାଇ ଗୟଳ ଥିଲେ।ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୬ କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.