ନାରୀଙ୍କ୧୬ଶୃଙ୍ଗାର କଣ କଣ ..ଆସନ୍ତୁ ଜାଣିବା

0 339

ଯେଉଁ ପ୍ରକାର ଭଗବାନ ଜଣେ ଆଦର୍ଶ ପୁରୁଷର ଛବି ପ୍ରସ୍ତୁତ କରିଥାନ୍ତି ସେଇ ପକାର ମାତା ସିତା ମଧ୍ୟ ନାରୀର ଗୋଟେ ଉକୃଷ୍ଟ ପ୍ରସ୍ତୁତ କରଣ ଅଟେ । କଣ ଆପଣ ଜାଣିଛନ୍ତି ଚନ୍ଦ୍ରଙ୍କ ଷୋଳ କଳା ଅଭାବରୁ ପୁରୁଷ ମଧ୍ୟ ପୂର୍ଣ ରୂପରେ ପୁରୁଷ ହୋଇନଥାଏ । ଠିକ ସେହିଭଳି ଷୋଳ ଶୃଙ୍ଗାର ବିନା ନାରୀର ସ୍ୱରୂପ ମଧ୍ୟ ଅଧୁରା ହୋଇଥାଏ । ଆଜି ଆମେ ନାରିଙ୍କ ଷୋଳଶୃଙ୍ଗାର ବିଷୟରେ ଅବଗତ କରାଇବୁ । ଯାହା ଜାଣି ନାରୀର ପ୍ରେମ, ଭକ୍ତି ଓ ସମର୍ପଣର ଆଭାଷା ହୋଇଯିବ ।.
ରାଜା କୁମାରୀ ସିତାଙ୍କ ବିବାହ ଅବସରରେ ତାଙ୍କର ଶୃଙ୍ଗାର କରାଯାଉଥିଲା ।ସେତେବେଳେ ତାଙ୍କ ମନରେ ଜିଜ୍ଞାସା ଉଠିଥିଲାକି ନାରିଙ୍କ ଷୋଳ ଶୃଙ୍ଗାର କାହିଁକି କରାଯାଇଥାଏ । ଏହି ପ୍ରଶ୍ନ ସେ ତାଙ୍କ ମାକୁ ପଚାରିଥିଲେ । ଏହା ଉପରେ ରାଣୀ ସୁମେନା କହିଥିଲେ ଯେଉଁ ପ୍ରକାର ଚନ୍ଦ୍ରମାଙ୍କ ଷୋଳ କଳା ପୁରୁଷଙ୍କ ପାଇଁ ନିର୍ଧାରିତ କରାଯାଇଛି ଠିକ ସେହି ପରି ନାରୀ ମାନଙ୍କ ପାଇଁ ମଧ୍ୟ ଷୋଳ ଶୃଙ୍ଗାର ନିର୍ଦ୍ଧାରିତ କରାଯାଇଛି । ଏହି ଷୋଳ ଶୃଙ୍ଗାର ନାରୀର ସମ୍ପୂର୍ଣ ରୂପର ଘୋତକ ହୋଇଥାଏ ।

ତାପରେ ମା ସିତା କହିଥିଲେକି ମୁଁ ଏହି ଷୋଳ ଶୃଙ୍ଗାର ବିଷୟରେ ଜାଣିବାକୁ ଚାହୁଁଛି । ଆଉ ସିତା ତାଙ୍କ ମାଙ୍କୁ ପଚାରିଥିଲା ଏହି ବିନ୍ଦିର ମହତ୍ଵ କଣ ହୋଇଥାଏ । ଏହାକୁ ମସ୍ତକରେ କାହିଁକି ଲଗାଯାଇଥାଏ । ଏହାପରେ ରାଣୀ ସୁନୟନା କହିଥିଲେ ଯେଉଁ ପ୍ରକାର ଭଗବାନ ସୂର‌୍ୟ୍ୟ ନିଜ ପ୍ରକାଶରେ ଦୁନିଆକୁ ପ୍ରକାଶମାନ କରିଥାନ୍ତି ଠିକ ସେହି ପରି ତୁମକୁ ମଧ୍ୟ ନିଜ ସବୁ କଥାର ଜଳାଞ୍ଜଳି ଦେଇ ନିଜ ଶଶୁର ଘରକୁ ସ୍ନେହ ପ୍ରେମରେ ପକାସ ମାନ କରିବ ।

ତାପରେ ପଚାରିଲେ ମା ଆଖିରେ ଏହି କାଜଲ କାହିଁକି ଲଗାଯାଏ-
ମା କହିଥିଲେ ତୁମେ ଆଖିରେ ଲଜ୍ୟା ଓ ଶୀତଳତା ଧାରଣ କରିବାର ଅଛି । ଗୁରୁଜନ ମାନଙ୍କ ସହିତ ତୁମ ଆଖି ସବୁବେଳେ ତଳକୁ କରି କଥା ହେବ । ଏହା ସହିତ କାଜଲ ତୁମକୁ ଖରାପ ନଜରରୁ ମଫଧ୍ୟା ସୁରକ୍ଷିତ କରିଥାଏ । ଏବେ ମୋତେ କୁହ ଏହି ନାକ ଫୁଲ କାହିଁକି ନାକରେ ଧାରଣ କରାଯାଇଥାଏ । ଏହାର କଣ ମହତ୍ଵ ରହିଛି । ନାକ ଫୁଲର ଅର୍ଥ ଆଜିଠୁ ତୁମକୁ ନିଜ ଉପରେ ଲଗାମ ଲଗେଇବାକୁ ହେବ । । ମା କହିଲେ ନାରୀର ମନ ବହୁତ ଚଞ୍ଚଳ ହୋଇଥାଏ ସେ କେବେବି ଭଟକି ଯାଇପାରେ ।ଆଜିଠୁ ଏହି ନାକ ଫୁଲ ତୁମକୁ ସବୁବେଳେ ସ୍ମରଣ କରାଇବ ।
ଏବେ ମୋତେ କୁହ ଏହି ଟିକାର ମହତ୍ଵ କଣ ହୋଇଥାଏ । ଏହାକୁ ମଥାରେ କାହିଁକି ଧାରଣ କରାଯାଇଥାଏ – ଆଜିଠୁ ଏହି ଟୀକା ତୁମ ପରିବାରର ଯଶ ଓ ପ୍ରତିଷ୍ଠାର ପ୍ରତୀକ ଅଟେ । ଏବେ ତୁମେ ଗୋଟେ ନୁହେଁ ଦୁଇଦୁଇଟା ଘରର ପ୍ରତିଷ୍ଠା ଅଟ । ସେଥିପାଇଁ ତୁମକୁ ନିଜ କୁଳକୁ କଳଙ୍କିତ ହେବାରୁ ବଞ୍ଚେଇବା ଆବଶ୍ୟକ ।
ଏବେ ମୋତେ କୁହ ଏହି କାନ ଫୁଲର କଣ ମହତ୍ଵ ରହିଛି । ଏହାକୁ କାନରେ କାହିଁକି ଧାରଣ କରାଯାଇଥାଏ – ଏହି କାନ ଫୁଲ ତୋତେ ସବୁବେଳେ ଅନ୍ୟଲୋକଙ୍କ ପ୍ରଶନତା ଶୁଣିବା ପାଇଁ ଲାଳାୟିତ କରିବେ । କିନ୍ତୁ ଏହାର ଠିକ ବିପରୀତ ଯିଏ ତୁମକୁ ଯାହା କହିବେ ତାକୁ କିଛି ଶୁଣିବ ନହିଁ । ଏହି କାରଣ ଫୁଲର ଏହାହିଁ ମହତ୍ଵ ରହିଛି ବୋଲି ବିଝାଇଥିଲେ ।
ମା ଓ ସ୍ତ୍ରୀ ଏହି ଦୁଇଜଣଙ୍କୁ ସବୁବେଳେ ଇଜ୍ଜତ୍ ଓ ସମ୍ମାନ ଦିଅନ୍ତୁ କାରଣ ଜଣେ ଯିଏ ତୁମକୁ ଏହି ଦୁନିଆକୁ ଆଣିଛି ଆଉ ଜଣେ ଯିଏ ତା ନିଜ ଦୁନିଆ ଛାଡି ତୁମ ପାଖକୁ ଆସିଛି !!ଜୟ ଶ୍ରୀ ରାମ!!

Leave A Reply

Your email address will not be published.