ବାର୍‌ହା ଫାଶରେ ଚାଷୀମୃତ

ବଲାଙ୍ଗିର,୧୦/୧୦(ଏସଏସ ନିଉଜ)ବାର୍‌ହା ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ଚାଷୀର ମୃତ ହୋଇଛି।
ଦେଓଗାଁ ଥାନା କୋରୁଆଝର ଗାଁର ଜଣେ ଚାଷୀର ମୃତୁ ହୋଇଛି।ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସାଇଥିଲେ ୨ ଚାଷୀ।ବିଦ୍ୟୁତ ଚାର୍ଜିତ ଫାଶରେ ପଡ଼ି ପଡ଼ୋଶୀ ଘର ଚାଷୀର ମୃତ୍ୟୁ ହୋଇଛି।ପରିବାର ପକ୍ଷରୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ ହୋଇଛି।

- Advertisement -

Leave A Reply

Your email address will not be published.