ନାତି ନେଲା ଜେଜେବାପାଙ୍କ ଜୀବନ!

0 56

ରାୟଗଡ଼ା,୩ା୧୧(ଏସଏସନିଉଜ) ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ ହୋଇଥିବାଭଳି ଅଭାବନୀୟ ଘଟଣା କାଶୀପୁରଥାନା ପରଜାସିଲା ଗାଁରେ ଘଟିଥିବାର ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ଗୋବର୍ଦ୍ଧନ ନାୟକ।ପୋଲିସ ନାତି ମୋହନକୁ ଅଟକ ରଖି ପଚରାଉଚରା ଜାରି ରଖିଛି।୬୫ ବର୍ଷବୟସ୍କ ଗୋବର୍ଦ୍ଧନ ନାୟକ ପିଣ୍ଢାରେ ବସିଥିବାବେଳେ ନାତି ମୋହନ ଆସି ଟଙ୍କା ମାଗିଥିଲା।ଟଙ୍କାନାହିଁବୋଲି ଗୋବର୍ଦ୍ଧନ କହିବାପରେ ଉତକ୍ଷିପ୍ତ ହୋଇ ମୋହନ ଜେଜେବାପାଙ୍କୁ ମାଡ଼ ମାରିଥିଲା। ସେହି ସମୟରେ ଗୋବର୍ଦ୍ଧନ ନାୟକଙ୍କ ମୁଣ୍ଡ ଏକ ପଥରରେ ବାଜି ଯାଇଥିଲା। ଏହାଫଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

Leave A Reply

Your email address will not be published.