ନେପାଳରୁ ଅଯୋଧ୍ୟା ଆସୁଛି ଦୁର୍ଲଭଶିଳା

0 178

ଭୁବନେଶ୍ୱର,୨।୨(ଏସ ଏସ ନିଉଜ)ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିରରେ ପୂଜାପାଇବେ ପୁରୁଷୋତ୍ତମ ଶ୍ରୀମରାମଙ୍କ ସ୍ୱରୂପ । ଏହିମୂର୍ତ୍ତି ନିର୍ମାଣ ପାଇଁ ଆସିଛି ଦୁର୍ଲଭ ଶିଳା।ବିରଳ ଶାଳଗ୍ରାମ ଶିଳାରେ ନିର୍ମାଣ ହେବ ଶ୍ରୀରାମ ଓ ମାସୀତାଙ୍କ ଭବ୍ୟମୂର୍ତ୍ତି ।ନେପାଳରୁ ଅଯୋଧ୍ୟା ଅଭିମୁଖେ କଡା ସୁରକ୍ଷା ଭିତରେ ଯାଉଛି ୨ଟିବିରଳ ଶାଳଗ୍ରାମର
ବିଶାଳ ସ୍ୱତନ୍ତ୍ରଶିଳା । ଏବେ ଏହିଶିଳାକୁ ନେଇ ଚାରିଆଡେ ଚର୍ଚ୍ଚା ଯୋରଧରିଛି।ଆସୁଥିବା ବାଟରେ ଲୋକମାନେ ରୋକି ପୂଜର୍ଜନା କରିବା ସହ ଶ୍ରୀରାମ ଧ୍ୱନିରେ କମ୍ପୁଛି ପୁରାପରିବେଶ ।

Leave A Reply

Your email address will not be published.