ଏନ୍‌ଏଚ୍‌-୧୬ରେ ଭୁଶୁଡ଼ିଲା ବ୍ରିଜ୍

0 103

ଯାଜପୁର , ୧୮ା୭(ଏସଏସନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟରେ ‌ ଥିବା ଏକ ବ୍ରିକ ଆଜି ଭୋରସମୟରେ ଭୁଶୁଡ଼ି ପଡ଼ିଛି। ପୋଲର କୁଆଖିଆଛକ ଆଡ଼କୁ ଶେଷପିଲାର ଯୋଡ଼ ନିକଟରୁ ଖସିଯାଇଛି। ଯାହାଫଳରେ ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।ଠିକାଦାରର ଖାମଖିଆଲ ମନୋଭାବ ଯୋଗୁ ୧୫ବର୍ଷତଳର ପୁରୁଣା ବ୍ରିଜ ଭୁଶୁଡ଼ି ଯାଇଥିବାନେଇ ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିବା ସହ ଏହାକୁ ନେଇ ଉତେଜନା ଦେଖାଦେଇଛି । ଭୁଶୁଡ଼ିଲା ବେଳେ କୌଣସି ଗାଡ଼ି ଯାଉ ନଥିବାରୁ ସୈାଭାଗ୍ୟବଶତ ବଡଦୁର୍ଘଟଣାରୁ ସମସ୍ତେ ବର୍ତିଯାଇଥିବାର ଜଣାପଡିଛି ।ଘଟଣାପରେ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଦେଇଛି ।

 

Leave A Reply

Your email address will not be published.