ନିର୍ବାଚନରେ ୨୭% OBC ପ୍ରାର୍ଥୀ ଦେବ ବିଜେଡି

0 148

ଭୁବନେଶ୍ୱର,୧୩ /୮( ଏସଏସନିୟୁଜ) ଆଗାମି ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭% ଓବିସି ପ୍ରାର୍ଥୀ ଦେବ । ଓବିସି ପ୍ରସଙ୍ଗକୁ ନେଇ ଆଜି ନିଜେଡି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ । ନିର୍ବାଚନରେ ସର୍ବନିମ୍ନ ୨୭% ପଛୁଆବର୍ଗ ପ୍ରାର୍ଥୀ କରାଯିବ । ପଞ୍ଚାୟତ ନିର୍ବାଚନରେ ବିଜେଡି ଦେବ ୨୫ ପ୍ରତିଶତ ସଂରକ୍ଷଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ପାଇଁ ଆଜିର ଦିନ ଐତିହାସିକ ବୋଲି ଉଭୟନେତା କହିଛନ୍ତି ।

Leave A Reply

Your email address will not be published.