ନିସହାୟଙ୍କୁ ବାଂଟିଲେ ରାସନ

0 222

ଭୁବନେଶ୍ୱର,୨୮/୧୦(ଏସଏସନିୟୁଜ)ଅଖିଳ ଭାରତୀୟ ବ୍ରାହ୍ମଣ ଏକତା ପରିଷଦ ଓଡ଼ିଶା ତଥା ସଂକଳ୍ପ ବ୍ରାହ୍ମଣ ଏକତା ଅଭିଯାନ ତରଫରୁ ଆଜି ଗରିବ ନିସହାୟ ୫୦ ପରିବାରଙ୍କୁ ରାସନ ସାମଗ୍ରୀ ବଂଟନ କରାଯାଇଛି । ସେଥିରେ ଅଖିଳ ଭାରତୀୟ ବ୍ରାହ୍ମଣ ଏକତା ପରିଷଦର ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ମନୋଜ କୁମାର ପାଣିଗ୍ରାହୀ, ସଭାପତି ଅଶୋକ କୁମାର ମିଶ୍ର.ଉପଦେଷ୍ଟା ରାମଶଙ୍କର ଶତପଥୀ ,ସଂପାଦକ ଅମିୟ ରଞ୍ଜନଶତପôଥ, ସହ ସଂପାଦକ ବ୍ୟମକେଶ ଉପାଧ୍ାୟ ,ସଦସ୍ୟ ଏମ ସୁଦର୍ଶନ ଶର୍ମା,ଅଜୟ କୁମାର ଦୀକ୍ଷିତ, ରାମକୃଷ୍ଣ ତ୍ରିପାଠୀ,ଦିପକ କୁମାର ଷଡ଼ଙ୍ଗୀ ପ୍ରଭୃତି ସହଯୋଗରେ ବେଦପାଠଶାଳା ବ୍ରହ୍ମପୁର ବିଦ୍ୟାଳୟ ପ୍ରାଙ୍ଗଣରେ ବିତରଣ ପ୍ରକ୍ରିୟା ଶେଷ ହୋଇଥିଲା ।ଶେଷରେ ବେଦ ବିଦ୍ୟାଥୀଙ୍କ ଦ୍ୱାରା ବେଦ ପଠନ କରାଯାଇ ଥିଲା ।

Leave A Reply

Your email address will not be published.