ନନ୍ଦନକାନନରେ ମାର୍ମୋସେଟର ମୃତ୍ୟୁ

ଭୁବନେଶ୍ୱର,୨୭|୮(ଏସଏସନିଉଜ)ବୁଧବାର ନବଜାତ ଗୟଳ ଛୁଆ ଜନ୍ମର ୪୮ ଘଣ୍ଟା ନ ପୁରୁଣୁ ମୃତ୍ୟୁ ହୋଇଥିବାବେଳେ ଗୁରୁବାର ପୁଣି ବାନର ଦୁନିଆଁରେଥିବା ବିଦେଶୀ ଜେଫ୍ରି ମାର୍ମୋସେଟ୍ ମାଙ୍କଡ ନିଜ ଘେରା ଭିତରେ ମରିପଡିଥିବାର ଜଣାପଡିଛି।ସାପ କାମୁଡାରେ ମାର୍ମୋସେଟ୍ ର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପକୃତ୍ କାରଣ ଜଣାପଡିବ।ତେବେ ଖୁଆଡକୁ କିପରି ସାପ ଆସିଲା ତାହାକୁ ନେଇ ଏବେ ବଡପ୍ରଶ୍ନବାଚୀ ସ୍ତ୍ମୃଷ୍ଟି କରିଛି।ଏହାସହ ଜନ୍ତୁବିଭାଗ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁନେଇ ମଧ୍ୟ ସନ୍ଦେହ ଦେଖାଦେଇଛି।ସୂଚନା ଯୋଗ୍ୟଯେ,୧୨ ଦିନରେ ୫ଟି ପଶୁପକ୍ଷୀଙ୍କ ମୃତ୍ୟୁ ଘଟିସାରିଲାଣି।

- Advertisement -

Leave A Reply

Your email address will not be published.