ନୋ ମାସ୍କ୍ ନୋ ଓାଇନ

0 544

ଭୁବନେଶ୍ବର,୧/୭(ଏସଏସ ନିୟୁଜ) ଆଗରୁ ଅନଲାଇନ ମଦବିକ୍ରି ପାଇଁ ଅନୁମତି ଥିବାବେଳେ ଏବେ କାଉଂଟରରେ ଅଫଲାଇନ ମଦ ବିକ୍ରିି ପାଇଁ ଅନୁମତି ମିଳିଛି । ଉଭୟ ଅଫସପ୍ ଓ ଅନ୍ ସପରେ ମିଳିବ ମଦ । ଏଣିକି କାଉଟଂରରେ ମିଳିବ ମଦ,କିନ୍ତୁ ବିନାମାସ୍କରେ ମଦ ମିଳିବନି ,ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରାଯାଇଛି ।ଏହାସହିତ ସାମାଜିକ ଦୁରତା ସହ ଗହଳିକୁ ରୋକିବାପାଈଂ ଦୋକାନୀମାନେ ଯତ୍ନବାନ ହେବେ । ସକାଳ୭ରୁ ସନ୍ଧ୍ୟା୬ ଯାଏଁ ଗ୍ରାହକମାନେ ଦୋକାନରୁ ମଦ ପାଇପାରିବେ ।କୋଭିଡ ଟ୍ୟାକ୍ସ ଯୋଗୁ ସବୁ ମଦର ଆଶାତିତଭାବେ ମୃଲ୍ୟବୃଦ୍ଧି ହୋଇଛି । ଏମ୍‌ଆରପି ରେ ଲେଖାଥିବା ମୁଲ୍ୟଠାରୁ ଅଧିକ ମୁଲ୍ୟ କେହିନେବେନାହିଁ । ରେଷ୍ଟୁରାଣ୍ଟ କିମ୍ବା ଡ୍ୟାନସ୍ ବାର୍ ଖୋଲିବାକୁ ଅନୁମତି ମିଳିନାଥିବାବେଳେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ତେବେ ନୋ ମାସ୍କ ନୋ ଓାଇନ ବୋଲି କହିଛନ୍ତି ଖୋର୍ଦ୍ଧା ଅବକାରୀବିଭାଗ ଅଧିକ୍ଷକ ପ୍ରସନ୍ନଆଚାର୍ଯ୍ୟ ।

Leave A Reply

Your email address will not be published.