ନିର୍ବାଚିତ ହେଲେ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,୩/୬(ଏସ ଏସ ନିଉଜ)ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ତିନି ରାଜ୍ୟସଭା ପ୍ରାର୍ଥୀ ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ।ସାର୍ଟିଫିକେଟ ଦେଲେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ।

- Advertisement -

Leave A Reply

Your email address will not be published.