ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)‘ରାଷ୍ଟ୍ରପତି’ ଜାଗାରେ ‘ରାଷ୍ଟ୍ରପତ୍ନୀ’ ପାଟିରୁ ବାହାରିଗଲା ।ଭୁଲରେ ମୋ ପାଟିରୁ ‘ରାଷ୍ଟ୍ରପତ୍ନୀ’ ବାହାରିଗଲା । ସାମ୍ବାଦିକଙ୍କୁ ଡାକିଲା ବେଳକୁ ସେମାନେ ପଳାଇଥିଲେ । ରାଷ୍ଟ୍ରପତି ଯିଏ ବି ହୁଅନ୍ତା ନା କାହିଁକି, ସେ ରାଷ୍ଟ୍ରପତି ହିଁ ରହିବେ ବୋଲି କହିଛନ୍ତି କଂଗ୍ରେସ ନେତା।
