ସସ୍‌ପେଣ୍ଡ ହେଲେ ଅତିରିକ୍ତ ଆଇଆଇସି

0 260

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)ଉମରକୋଟ ଥାନାର ଅତିରିକ୍ତ ଆଇଆଇସି ସସ୍‌ପେଣ୍ଡ ହୋଇଛନ୍ତି ।ଅତିରିକ୍ତ ଆଇଆଇସି ଲିମରାଜ ପ୍ରଧାନଙ୍କୁ ସସ୍‌ପେଣ୍ଡ କଲେ ଡିଜିପି।ଗତ ସୋମବାର ଦିନ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଲିମରାଜ।
୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଲିମରାଜଙ୍କୁ ଧରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.