ନୂଆ ମନ୍ତ୍ରୀଙ୍କ ନୁଆ ବିଭାଗ 

0 195

ଭୁବନେଶ୍ବର,୫/୬(ଏସଏସନିଉଜ)ରାଜ୍ୟମନ୍ତ୍ରୀମଣ୍ଡଳରେ ଅଦଳବଦଳ ସହ ନୁଆ ମନ୍ତ୍ରୀମାନେ ଦାୟିତ୍ ଗ୍ରହଣ କରିଛନ୍ତୁ ।ଜାଣନ୍ତୁ ନବୀନଙ୍କ ଟିମ୍ ରେ କାହାକୁ ମିଳିଛି କେଉଁ ବିଭାଗ ।

କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଆଦିବାସୀ ଓ ଆଇନ ବିଭାଗ।

ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର

ରଣେନ୍ଦ୍ର ପ୍ରତାପ ସ୍ୱାଇଁ-  କୃଷି,ମତ୍ସ୍ୟ ଓ ପଶୁସମ୍ପଦ

ପ୍ରମିଳା ମଲ୍ଲିକ- ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା

ଉଷା ଦେବୀ- ଗୃହ ନିର୍ମାଣ ଓ ନଗର ଉନ୍ନୟନ

ଟୁକୁନି ସାହୁ- ଜଳସଂପଦ, ବାଣିଜ୍ୟ ଓ ପରିବହନ

ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ, ପୂର୍ତ୍ତି ଓ ଖଣି

ପ୍ରତାପ କେଶରୀ ଦେବ- ଶିଳ୍ପ ଓ ଶକ୍ତି

ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ସମବାୟ

ପ୍ରଦୀପ କୁମାର ଅମାତ- ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଓ ପାନୀୟ ଜଳ, ନବକିଶୋର ଦାସ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ କାରିଗରୀ କୈଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ

ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନ ବିଭାଗ ମିଳିଛି।

ସେହିପରି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ-

ସମୀରରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା

ଅଶ୍ୱିନୀ କୁମାର ପାତ୍ର- ପର‌୍ୟ୍ୟଟନ ,ଓଡ଼ିଆ ଭାଷା, ସଂସ୍କୃତି ଓ ଅବକାରୀ

ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ

ଶ୍ରୀକାନ୍ତ ସାହୁ- ଶ୍ରମ ଓ ନିଯୁକ୍ତି

ତୁଷାରକାନ୍ତି ବେହେରା- ଇଲୋକ୍ଟ୍ରେନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର

ରୋହିତ ପୂଜାରୀ- ଉଚ୍ଚଶିକ୍ଷା

ରୀତା ସାହୁ -ହସ୍ତତନ୍ତ ଓ ବୟନ ଶିଳ୍ପ

ବାସନ୍ତୀ ହେମ୍ବ୍ରମ- ମହିଳା ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତି

ତୁଷାରକାନ୍ତି ବେହେରା- ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ବି ଦିଆଯାଇଛି।

 

Leave A Reply

Your email address will not be published.