ନବୀନଙ୍କ ନୂଆ ଟିମ୍‌

0 255

ଭୁବନେଶ୍ୱର,୫/୬(ଏସ ଏସ ନିଉଜ)ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ନବୀନଙ୍କ ନୂଆ ଟିମ୍ ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥ ନେଉଛନ୍ତି ।ନବୀନଙ୍କ ନୂଆ ଟିମ୍‌ରେ ସ୍ଥାନ ପାଇଲେ କ୍ୟାବିନେଟ୍‌ ମନ୍ତ୍ରୀ –
1-ଜଗନ୍ନାଥ ସାରକା (କ୍ୟାବିନେଟ୍‌ ମନ୍ତ୍ରୀ)
2-ନିରଞ୍ଜନ ପୂଜାରୀ (କ୍ୟାବିନେଟ୍‌ ମନ୍ତ୍ରୀ)
3-ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କ୍ୟାବିନେଟ୍‌ ମନ୍ତ୍ରୀ)
4-ଉଷା ଦେବୀ (କ୍ୟାବିନେଟ୍‌ ମନ୍ତ୍ରୀ)
5-ପ୍ରଫୁଲ୍ଲ ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ)
6-ତାପ ଦେବ (କ୍ୟାବିନେଟ୍‌ ମନ୍ତ୍ରୀ)
7- ଅତନୁ ସବ୍ୟସାଚୀ ନାୟକ(କ୍ୟାବିନେଟ୍‌ ମନ୍ତ୍ରୀ)
8-ପ୍ରମିଳା ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ)
9-ପ୍ରଦୀପ ଅମାତ(କ୍ୟାବିନେଟ୍‌ ମନ୍ତ୍ରୀ)
10-ନବ କିଶୋର ଦାଶ(କ୍ୟାବିନେଟ୍‌ ମନ୍ତ୍ରୀ)
11-ଅଶୋକ ଚନ୍ଦ୍ର ପଣ୍ଡା(କ୍ୟାବିନେଟ୍‌ ମନ୍ତ୍ରୀ)
12-ଟୁକୁନି ସାହୁ(କ୍ୟାବିନେଟ୍‌ ମନ୍ତ୍ରୀ)
13-ରାଜେନ୍ଦ୍ର ଢୋଲକିଆ(କ୍ୟାବିନେଟ୍‌ ମନ୍ତ୍ରୀ)
ନବୀନଙ୍କ ନୂଆ ଟିମ୍‌ରେ ରାଷ୍ଟ୍ର ମନ୍ତ୍ରୀ -1-ସମୀର ରଞ୍ଜନ ଦାଶ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ)
ସମୀରରଞ୍ଜନ ଦାଶ ,ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ଶପଥ ଗ୍ରହଣ କରିଥିଲେ।

Leave A Reply

Your email address will not be published.