ନୂଆବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

0 152

ପୁରୀ,୧୦/୧୨(ଏସ ଏସ ନିଉଜ)ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେବେ ଭକ୍ତ।ନୂଆବର୍ଷରେ ମହାପ୍ରଭୁଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ରାତିରୁ
ଆଉ ରହିବନି ଲମ୍ବା ଧାଡି।ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସାଧାରଣ ଦର୍ଶନ ପାଇଁ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।ନୂଆବର୍ଷରେ ସମ୍ଭାବ୍ୟ ଭିଡ଼ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଡିସେମ୍ବର ୩୧ ଓ ଶନିବାର ଜାନୁଆରୀ ୧ ବା ନୂଆବର୍ଷ ପଡୁଥିବାବେଳେ ୨ ତାରିଖ ରବିବାର ଥିବାରୁ ୩ଦିନପାଇ ଭକ୍ତମାନଙ୍କ ପାଇଁ ଜାଗା ଦର୍ଶନ ବନ୍ଦ ରହିବ।

Leave A Reply

Your email address will not be published.