ସ୍ଥଗିତ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା

0 176

ବରଗଡ,୧୦/୧୨(ଏସ ଏସ ନିଉଜ)କୋଭିଡ କଟକଣା ପାଇଁ ଫିକା ପଡିଲା ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ।କୋଭିଡ କଟକଣା ପାଇଁ ଧନୁଯାତ୍ରାସ୍ଥଗିତ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ପ୍ରଶାସନ।ତେବେ ଜାନୁଆରୀ ମାସର ଗାଇଡଲାଇନ ଆସିବା ପରେ ପୁନଃବିଚାର କରାଯିବ ବୋଲି ଜିଲ୍ଲା ପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.