ଓଏଏସ୍ ସ୍ତରରେ ଅଦଳବଦଳ

0 162

ଭୁବନେଶ୍ୱର, ୩୧/୩(ଏସଏସନିଉଜ) ରାଜ୍ୟ ସରକାର ଆଜି ଓଏଏସ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବାବେଳେ ଅବିନାଶ ରାଉତଙ୍କୁ ଏସସିସି ରେଜିଷ୍ଟ୍ରାର(ଆଡମିନିଷ୍ଟ୍ରେସନ) ଦିଲ୍ଲୀପ କୁମାର ମହାରଣାପ୍ରଶାସନ ବିଭାଗ ଓଏସଡି ,କ୍ଷୀରାବ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡି ଡିଆରଡିଏ ,ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡିଏର ପିଏ ,ଫାଲଗୁନୀ ମାଝୀଙ୍କୁ ଗଜପତିର ଆଇଟିଡିଏ ପିଏ ଭାବେ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.