ନୂଆପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ

ଶାଶୁ-ବୋହୂଙ୍କ ଗଳାକାଟି ହତ୍ୟା

0 150

ବଲାଙ୍ଗିର, ୩୧/୩(ଏସଏସନିଉଜ) ତୁଷୁରା ଥାନା ନୂଆପଡ଼ା ଗାଁରେ ଘର ଭିତରୁ ଶାଶୁ-ବୋହୂଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ପ୍ରେମଶିଳା ମେହେର ଓ ଅମ୍ବିକା ମେହେର । ଶାଶୁ-ବୋହୂଙ୍କୁ କଳାକାଟି ବୀଭତ୍ସ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ପୋଲିସ
ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

Leave A Reply

Your email address will not be published.