ଅକ୍ଟୋବରରେ ଓଡ଼ିଶାଆସିବେ ରାହୁଲଗାନ୍ଧୀ

0 93

ଭୁବ‌ନେଶ୍ବର,୨୫ା୮(ଏସଏସନିଉଜ) ରାହୁଲଗାନ୍ଧୀ ଅକ୍ଟୋବର ଶେଷସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।ଏହାସହ ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଥିବାର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତିାତେବେ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଓଡ଼ିଶାର ୫ଜଣ ବିଧାୟକ ନୂଆଦିଲ୍ଲୀରେ ରାହୁଲଗାନ୍ଧୀଙ୍କୁ ଭେଟି ଓଡ଼ିଶାଗସ୍ତ ନେଇ ଆଲୋଚନା କରିଛନ୍ତି।

 

Leave A Reply

Your email address will not be published.