ଭଞ୍ଜନଗର,୨୧।୭(ଏସଏସନିଉଜ)ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି।
ଜଣେ ଶିଶୁ ସମେତ ଫସି ରହିଛନ୍ତି ୮ ଜଣ ଶ୍ରମିକ।ତାମିଲନାଡୁର ନୀଳାକୋଟଇରେ ଫସିଛନ୍ତି ଶ୍ରମିକ।
ମିଳୁନି ଦରମା, କାମ ନକଲେ ମାଡ଼ ମାରୁଥିବା ଅଭିଯୋଗ।ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲେ ପରିବାର ଲୋକ।

Prev Post
Next Post