ଓଡ଼ିଶାରେ ବି ଟିକା ରାଜନୀତି

0 394

ଖବର ଆଜିର,ତାରିଖ ୨୬/୧୦/୨୦ ସୋମବାର।
୧-ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ ।
୨-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌।
୩-ଓଡ଼ିଶାରେ ବି ଟିକା ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ: ବିହାରରେ ଯଦି ମାଗଣା, ଓଡ଼ିଶାରେ ?
୪-ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କଲା ବିଜେପି, ପିଆଜ ଦର ବୃଦ୍ଧି ପ୍ରସଙ୍ଗ ପିଆଜ ମିସନ୍ ନେଇ ପ୍ରଶ୍ନ ଉଠାଇଲା ଦଳ ।
୫-ଦୁର୍ବିପାକ ସତ୍ତ୍ବେ ବି ରାଜ୍ୟରେ ରେକର୍ଡ଼ ଛୁଇଁବ ଶସ୍ୟ ଉତ୍ପାଦନ।
୬-୨ ଦିନରେ ସାରା ଦେଶରୁ ବିଦାୟ ନେବ ମୌସୁମୀ ।
୭-ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଦଶହାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ପାର୍ବଣରେ ଦେଶୀ ସାମଗ୍ରୀ ବ୍ୟବହାର ଉପରେ ଦେଲେ ଗୁରୁତ୍ୱ । ଦୀପାବଳୀରେ ଯବାନଙ୍କ ପାଇଁ ଦୀପ ଜାଳିବାକୁ ଆହ୍ୱାନ ଦେଲେ ନରେନ୍ଦ୍ର ମୋଦି ।
୮-ଆମର ଗୋଟିଏ ଇଞ୍ଚ ଭୂମି କାହାରିକୁ ଅକ୍ତିଆର କରିବାକୁ ଦିଆଯିବ ନାହିଁ – ରାଜନାଥ ସିଂ ।
୯-ନିର୍ବାଚନ ପରି ଟିକାକରଣ ପାଇଁ ବିଦ୍ୟାଳୟଗୁଡିକୁ ବୁଥ୍ ଭାବରେ ବ୍ୟବହାର କରାଯିବ, ଏସଏମଏସ ମାଧ୍ୟମରେ ଦିଆଯିବ ଟିକା ନେବା ସୂଚନା ।

୧୦-ଖୁବ ଶୀଘ୍ର କୋଭାକ୍ସିନ୍ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ।
୧୧-୨+୨ ବୈଠକକୁ ନେଇ ଚୀନ୍‌ର ଚିନ୍ତା, କହିଲା ମହାଶକ୍ତିରେ ରୂପାନ୍ତରିତ ହେଉଛି ଭାରତ, ଅନ୍ତର୍ଜାତୀୟ ସ୍ତରରେ ବଢୁଛି ଗୁରୁତ୍ୱ ।
୧୨-ବିହାର ନିର୍ବାଚନରେ ରୋଜଗାର ମୁଦ୍ଦା । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କଲା ଆରଜେଡି । କାଉଣ୍ଟର କଲା ବିଜେପି କହିଲା, କ୍ଷମତାକୁ ଆସିଲେ ଦେବ ୧୯ ଲକ୍ଷ ଚାକିରି ।
୧୩-ପରଲୋକରେ ଦକ୍ଷିଣ କୋରିଆର ସବୁଠୁ ଧନୀବ୍ୟକ୍ତି ‘ସାମ୍‌ସଙ୍ଗ୍’ ଅଧ୍ୟକ୍ଷ ଲି କୁନ୍-ହି; ଛାଡ଼ିଯାଇଛନ୍ତି ୨୧ ବିଲିୟନ୍ ଡଲାର୍‌ର ସାମ୍ରାଜ୍ୟ ।
୧୪-ଦୁର୍ଗାପୂଜାରେ କରୋନାକୁ ନେଇ ଆସିଲା ଭଲ ଖବର । ଓଡ଼ିଶାରେ ଶହେରୁ ୯୩ ସୁସ୍ଥ, ଦେଶରେ ସୁସ୍ଥ ହାର ୯୦ ପ୍ରତିଶତ । ରାଜ୍ୟରେ କ୍ରମାଗତ ଭାବେ ୨ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । ଆଜି ୧୬ ଶହ ୩୩ ନୂଆ ମାମଲା।
୧୫-ଦିଲ୍ଲୀରେ ପହଞ୍ଚିଲା ଦ୍ୱିତୀୟ ସ୍ୱତନ୍ତ୍ର ବିମାନ, ସୁରକ୍ଷିତ ଯାତ୍ରା କରିବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।
୧୬-ଦଶହରା ପରେ ଶୀତଋତୁରେ ରାଜଧାନୀରେ ବଢିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ ।

 

Leave A Reply

Your email address will not be published.