ଓଡ଼ିଶାରେ ପହଞ୍ଚିଲା ଓମିସିୟର କିଟ୍

0 174

ଭୁବନେଶ୍ୱର, ୧୯/୧(ଏସଏସନିୟୁଜ) ଓଡ଼ିଶାରେ ପହଞ୍ଚିଛି ୫୦ ହଜାର ଓମିସିୟର କିଟ୍ । ଏହି କିଟ୍ ଦ୍ୱାରା ଓମିକ୍ରନ ଭାରିଆଣ୍ଟ ଶୀଘ୍ର ଚିହ୍ନଟ ହୋଇପାରିବ । ଓମିକ୍ରନ ଚିହ୍ନଟ ପାଇଁ ଆଉ ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ଆବ୍ୟଶ୍ୟକ ହେବନି । ଓମିସିୟର ହେଉଛି ଦେଶର ପ୍ରଥମ ସ୍ୱଦେଶୀ ପରୀକ୍ଷା କିଟ୍ । ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଏହି କିଟ୍ ତିଆରି କରିଛି । ୫ ଲକ୍ଷ ଓମିସିୟର କିଟ୍ ଆଣିବାକୁ ଅର୍ଡର ଦିଆଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.