ଓଲଟିଲା ଅଟୋ,୫ଛାତ୍ର ଆହତ

0 136

ଜଳେଶ୍ୱର,୨୫ା୧(ଏସଏସନିଉଜ) କଣ୍ଟାବଣିଆ ଛକରେ ଅଟୋ ଓଲଟି ୫ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଚିକିସ୍‌ାପାଇଁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସରସ୍ୱତୀପୂଜା ପାଇଁ ଏହିଛାତ୍ରମାନେ ମୂର୍ତ୍ତି ଆଣିବାକୁ ଅଟୋରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲ।।ସମସ୍ତଛାତ୍ର ରାଇବଣିଆଥାନା ଓଲମରା ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି ।

Leave A Reply

Your email address will not be published.