ଓଲଟିଲା ଯାତ୍ରୀବାହୀ ବସ୍‌

0 172

ଖୋର୍ଦ୍ଧା,୪/୧୧(ଏସଏସ ନିଉଜ) ବାଘମାରୀରେ ଓଲଟିଲା ଯାତ୍ରୀବାହୀ ବସ୍‌ ।ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୨ଜଣ ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ୧୦ଜଣ ଆହତ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରବଳ କୁହୁଡ଼ି କାରଣରୁ ବସ୍‌ ଭାରସାମ୍ୟ ହରାଇଥିଲା । ବସ୍‌ଟି ବଲାଙ୍ଗିରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.