ପୁଅମାଡ଼ରେ ବାପା ମୃତ

ଦେବଗଡ଼,୧୨।୬(ଏସଏସନିଉଜ)ପୁଅର ଠେଙ୍ଗା ମାଡ଼ରେ ବାପା ମୃତୁବରଣ କରିଥିବାବେଳେ ମାଆ ଆହତ ହୋଇଛି।ଲଇମୁରା ଥାନା ଭାଲୁବୁହାଗାଁରେ ମଦ୍ୟପ ପୁଅ ଏହିଭଳି ଉନ୍ମତ୍ତକାଣ୍ଡ ଭିଆଇଛି।
ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଥିବାବେଳେ ମାଆ ଦେବଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି।

- Advertisement -

Leave A Reply

Your email address will not be published.