ଭଙ୍ଗିଦେଲେ ଫଳକ!

0 104

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପୁଣି ପଦାରେ ପଡ଼ିଲା ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି କନ୍ଦଳ।ଭାର୍ଗବୀ ନଦୀରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ଫଳକକୁ ଭଙ୍ଗାଯାଇଛି।ଝିଣ୍ଟିଶାସନ ତେରବାଟିଆରେ ଶିଳାନ୍ୟାସ ପାଇଁ ଲାଗିଥିବା ଫଳକକୁ ଭଙ୍ଗାଯାଇଛି।ବିଧାୟକଙ୍କ ନାଁ ଥିବାରୁ ବିରୋଧୀ ଗୋଷ୍ଠୀ ଭାଙ୍ଗିଥିବା ଅଭିଯୋଗ ହେଉଛି।
ବିଜେଡିର ୨ଗୋଷ୍ଠୀ ବିବାଦ ଯୋଗୁଁ ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଛି ଫଳକ।

Leave A Reply

Your email address will not be published.