ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ

0 95

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପଡିଲେ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକର।ଭବାନୀପାଟଣା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କୋମନା ବ୍ରାଞ୍ଚରେ ସେ କାର୍ଯ୍ୟ କରୁଛନ୍ତି ।
ବ୍ୟାଙ୍କସହାୟକ ଭାବେ କାମ କରୁଥିବା ପ୍ରଦୀପଙ୍କ ଘରେ ରେଡ୍‌ ହୋଇଛି।ଆୟବହିର୍ଭୁତ ସମ୍ପତ୍ତି ଠୁଳଅଭିଯୋଗରେ ରେଡ୍‌ କରୁଛି ଭିଜିଲାନ୍ସ।ନୂଆପଡ଼ାର ୩ଟିସ୍ଥାନରେ ଓ କୋମନାସ୍ଥିତ ବ୍ରାଞ୍ଚ୍‌ରେ ଚଢ଼ାଉ ଚାଲିଛି।

Leave A Reply

Your email address will not be published.