ପାଇକରାୟପୁର ବିଦ୍ୟାଳୟରେ ବିଦାୟକାଳୀନ ସଭା

ମେଣ୍ଢାଶାଳ,୧୩/(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ପାଇକରାୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷକମାନଙ୍କଠାରୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନ କରି କିପରି ସମାଜରେ ପ୍ରତିଷ୍ଠିତ ଭାବେ ପରିଗଣିତ ହୁଅନ୍ତି ତାହା ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଂସ୍କୃତ ଶିକ୍ଷକ ପଣ୍ଡିତ ମନୋରଞ୍ଜନ ମିଶ୍ର ଏହି ବିଦ୍ୟାଳୟ ରେ ୪୦ବର୍ଷ ହେବ ଶିକ୍ଷାଦାନ ଦେଇଛନ୍ତିା ବିଦ୍ୟାଳୟ ପ୍ରତି ତାଙ୍କର ଅନେକ ଅବଦାନ ରହିଛିାଉତ୍ସବରେ ପୂର୍ବତନ ଛାତ୍ର ଛାତ୍ରୀ ଆଲୁମିନା କ୍ଳବର ସମସ୍ତ ସଦସ୍ୟ, ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.