ପାଳନ କଲେ ପ୍ରତିବାଦ ଦିବସ

0 561

ଡେଲାଙ୍ଗ,୨୨/୭(ଏସଏସନିୟୁଜ) ଡେଲାଙ୍ଗ ବ୍ଳକ ଏସୟୁସିଆଇ(କମ୍ୟୁନିଷ୍ଟ)ପାର୍ଟି ପକ୍ଷରୁ ପ୍ରତିବାଦ ଦିବସ ପାଳିତ ହେବାସହ ଦଳୀୟ ନେତାମାନେ ଏଥିରେ ଯୋଗଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କ ବିରୁଧରେ ବର୍ଷିଥିଲେ ।ଏହାସହ ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଥିବା ଦର୍ଶାଇ କରୋନା ଜନିତ ମୃତ ବ୍ୟକ୍ତିଙ୍କ ପରିବାରକୁ ସୁପ୍ରିମକୋର୍ଟ ଙ୍କ ନିଦ୍ଦେର୍ଶ ମୁତାବକ ୪ଲକ୍ଷ ଟଙ୍କା ପ୍ରଦାନ କରିବା ଓ ଅସଂଗଠିତ ପ୍ରତ୍ୟେକ ଶ୍ର୍ରମିକଙ୍କୁ ମାସକୁ ୧୫ କେଜି ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଥିଲେ । ଶେଷରେ ଅନଲାଇନି ମାଧ୍ୟମରେ ୫ଦଫା ସମ୍ମଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

 

Leave A Reply

Your email address will not be published.