ପଂଚୁପାଳ ଗ୍ରାମରେ ପ୍ରତିଷ୍ଠାହେଲା ହନୁମାନବିଗ୍ରହ

0 272

ବାରଙ୍ଗ,୩୦/୩( ଏସଏସନିୟୁଜ) ପଂଚୁପାଳ ଗ୍ରାମର ବ୍ରାହ୍ମଣଶାସନରେ ଥିବା ଶ୍ରୀଶ୍ରୀ ଐଶାନେଶ୍ୱରମହାଦେବଙ୍କ ମନ୍ଦିର ପରିସରରେ ଏକଦିବସୀୟ ହନୁମାନ ବିଗ୍ରହ ପ୍ରତିଷ୍ଠା ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ଏଥିନିମନ୍ତେ ଆୟୋଜିତ ଯଜ୍ଞରେ ବାରଙ୍ଗ ଅଂଚଳର ପଣ୍ଡିତମାନେ ଯୋଗଦାନ କରିଥିଲେ ।କୋଭିଡ ନୀୟମାନୁସାରେ ଏହାକୁ ଗ୍ରାମବାସୀମାନେ ପାଳନ କରିଥିଲେ ।ଗ୍ରାମବାସୀମାନେ ସମ୍ପୁର୍ଣରୁପେ ପବିତ୍ରତା ସ୍ୱରୁପ ଉପବାସ ରହି ବାବା ହନୁମାନଙ୍କର କୃପା ଲାଭ କରିବାପାଇଁ ପୁର୍ଣାହୁତି ପରେ ପ୍ରସାଦସେବନ କରିଥିଲେ ।ଏଥିରେ ଆଖପାଖ ଗ୍ରାମର ହନୁମାନପ୍ରେମୀ ଭକ୍ତମାନେ ଯୋଗଦେଇଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.