ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବାକୁ ଦାବି କଲା ବିଜେପି

0 182

ଭୁବନେଶ୍ବର, ୨୫/୭(ଏସଏସନିୟୁଜ)ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର ନକରାଇଲେ ରାଜ୍ୟ ନିର୍ବାଚନ କମିସନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପଛାଇବନାହିଁ ବୋଲି ଚେତାବନୀ ଦେଇଛି ବିଜେପି ।ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ହାଇକୋର୍ଟ ଯିବୁ ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।ସେ ଅହୁରି ଅଭିଯୋଗ କରିଛନ୍ତି ଯେ, ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ଓ ପୌର ସମୟ ଅବଧି ୫ ବର୍ଷ ପୂରିବା ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ ନିର୍ବାଚନ କରିବାକୁ ବାଧ୍ୟବୋଲି କହିଛନ୍ତି ଆଚାର୍ଯ୍ୟ ।

Leave A Reply

Your email address will not be published.