ପାନଦୋକାନୀକୁ ଖଣ୍ଡାଚୋଟ !

0 212

ଭୁବନେଶ୍ୱର,୧୧ା୨(ଏସଏସନିଉଜ) ପାନ ଦୋକାନୀକୁ ମିଳିଛି ଖଣ୍ଡା ଚୋଟ ।ବଲାଙ୍ଗିର ରେଳଷ୍ଟେସନ ପାଖରେ ପାନଦୋକାନୀକୁ ଆକ୍ରମଣ ହୋଇଛି। ସଂଘବଦ୍ଧଭାବେ ଖଣ୍ଡାରେ ମରଣାନ୍ତକଆକ୍ରମଣ କରାଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି । ପୂର୍ବଶତ୍ରୁତାରୁ ଆକ୍ରମଣ ହୋଇଥିବାର ସୂଚନା ମିଳିଥିବାବେଳେ ତାଙ୍କୁ ଚକିସ୍‌।ପାଇଁ ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

 

Leave A Reply

Your email address will not be published.