ପରଲୋକରେ ବୀରଭଦ୍ର ସିଂହ

0 199

ଭୁବନେଶ୍ୱର,୮/୭(ଏସଏସନିୟୁଜ) ହିମାଚଳପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ଆଜି ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେ ଏପ୍ରିଲ୍ ଏବଂ ଜୁନ୍ ମାସରେ ଦୁଇ ଦୁଇଥର କରୋନାରେ ସଂକ୍ରମିତ ହୋଇଥିଲେ । ବୀରଭଦ୍ର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୯ ଥର ବିଧାୟକ ଏବଂ ୫ ଥର ସାଂସଦ ସହ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ ।

Leave A Reply

Your email address will not be published.