ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

0 256

ଭୁବନେଶ୍ୱର,୧୨/୯(ଏସ ଏସ ନିଉଜ)ଜୟପୁର ଛତ୍ରିପୁଟଠାରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି ।ବିଶାଖାପାଟଣା -ଜଗଦଳପୁର ଟ୍ରେନ ଲାଇନ ଚ୍ୟୁତ ହୋଇଛଜି।ରେଳ ଧାରଣା ତଳକୁ ଖସିଛି ୫ଟିବଗି । ଦୁର୍ଘ ଟଣାରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନଥିବାବେଳେ ଘଟଣାସ୍ଥଳରେ ରେଳ ବିଭାଗ କର୍ମଚାରୀଙ୍କ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.