ପାଟୁଆଙ୍କୁ ଆକ୍ରମଣ

0 118

ବୌଦ୍ଧ,୨୬ା୩(ଏସଏସନିଉଜ) ଦଣ୍ଡଯାତ୍ରାରେ ସାମିଲ ପାଟୁଆଙ୍କୁ ଆକ୍ରମଣ ହେବାରୁ ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଆହତ ହୋଇଛନ୍ତି ।ଚଣ୍ଡୀଗଡ଼ଗାଁରେ ଦଣ୍ଡ ନରଖିବାରୁ ବେନ୍ତିଲିପାଲି ନିକଟରେ ଆକ୍ରମଣ ହୋଇଥିଲା । ଗୁରୁତର ୨ପୂଜକ ଓ ୫ ପାଟୁଆ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.