ପାଇପଲାଇନ୍ ବିଛାଇବାପାଇଁ ଅନୁମତି ପତ୍ର

ଭୁବନେଶ୍ୱର,୯।୯(ଏସଏସନିଜ)ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଜାରି କରାଯାଇଛି।ଏଥିପାଇ ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ଜଳ ସମ୍ପଦବିଭାଗ।ପାଇପଲାଇନ୍ବି ଛାଇବା ପାଇଁ ୱାଟର୍‌ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ ବୋଲି କୁହାଯାଇଛି।ପାଇପଲାଇନ୍ କରିଡର୍ ପାଇଁ ROW ଅନୁମତି ପାଇଁ ଜାରି ହୋଇଛି SOP।ଏଥିନିମନ୍ତେ ବିଭାଗୀୟ ଅଧିକାରୀ ପ୍ରସ୍ତାବଟି ଯାଞ୍ଚ କରିବା ସହ କ୍ଷେତ୍ର ପରିଦର୍ଶନ କରିବେ।ରାସ୍ତାରେ DoWR ସମ୍ପତ୍ତି ସମେତ ସମସ୍ତ ଜଳଭଣ୍ଡାର କ୍ରସିଂ ବେଳେ ଯାଞ୍ଚ କରାଯିବ ବୋଲି କୁହାଯାଇଛି।

- Advertisement -

Leave A Reply

Your email address will not be published.