ପୋଲିସପଞ୍ଝାରେ ବଡ଼ ଡକାୟତିଗ୍ୟାଙ୍ଗ୍

0 54

ଜଟଣି ,୨୮ା୩(ଏସଏସନିଉଜ)ରାତିରେ ବଡ ଧାରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ଜଟଣି ପୋଲିସ ବଡ଼ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ବେଣାପଞରୀ ପଂଚାୟତହାଇସ୍କୁଲ ନିକଟ ପାଣିଟାଙ୍କି ପଡିଆରୁ ବୋମା ପକାଇ ଲୁଟ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ ୫ଜଣଙ୍କୁ ଗିରଫ କରିଛି ସେମାନଙ୍କଠାରୁ ୫ଟି ଅଫୁଟାବୋମା , ସ୍କରପିଓକାର, ୩ଟି ବାଇକ ସହିତ ଖଣ୍ଡାଭୁଜାଲି ଲୁହାରଡ଼ ଜବତ କରିଛି ।ଡକାୟତି କରିବାର ଖବରପାଇ ଜଟଣି ପୋଲିସ ସାଧା ପୋଷାକ ଓ ବିନା ପୋଲିସ ଗାଡିରେ ପହଂଚି ଏମାନଙ୍କୁ ଧରିଥିଲା ।ଏମାନେହେଲେ ବେଣାପଞରୀ ଗ୍ରାମର ଏମଡି ଅରବଜ , ସରିଫଖାନ୍ ଓ ଏସକେଇସ୍ତାକ୍ୟୁ.ତିରିମଲପାତ୍ରସାହିର ଦିପ୍ତିରଞନଭୁଜବଳ, ,ସୁମନ୍ତପାତ୍ରାତଦନ୍ତବେଳେ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ବୋମାମାଡ, ଲୁଟ ଓ ଡକାୟତିଭଳି ସଙ୍ଗିନମାମଲା ରହିଥିବାର ପୋଲିସ ଜାଣିବାକୁପାଇଛି ।

 

Leave A Reply

Your email address will not be published.