ପାଣିଟାଙ୍କି ତଳେ ପଡ଼ିଛି ମୃତଦେହ

0 230

କଟକ, ୧୮/୫(ଏସଏସନିଉଜ)ବିଡାନାସି ଥାନା ଅନ୍ତର୍ଗତ କୃଷକ ବଜାର ପାଣିଟାଙ୍କିଠାରେ ଏକ ଅଜଣା ମହିଳାଙ୍କ ମୃତଦେହକୁ ଜବତ କରିଛି ପୋଲିସ । ଅଜଣା ମହିଳାଙ୍କ ମୃତ ଦେହ ପଡିଥିବାବେଦେଖି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ ।ମୃତ ମହିଳା ଜଣଙ୍କର ବୟସ ୨୫ରୁ ୩୦ ବର୍ଷ ହୋଇଥିବାର ଅନୁମାନ କରାଯାଉଥିବାବେଳେ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ। ମହିଳାଙ୍କ ମୃତ ଶରୀର ପାଖରେ ଏକ ଚାରି ଚକିଆ ଗାଡିର ଚକା ପଡିଥିବା ଜଣାପଡୁଥିବାବେଳେ ପାଖରେ ମଦ ବୋତଲ ମଧ୍ୟ ଠାବ କରାଯାଇଛି। କେହି ଜଣେ ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

 

 

Leave A Reply

Your email address will not be published.