ଢେଙ୍କାନାଳ,୧୬/୯(ଏସ ଏସ ନିଉଜ) ଇନ୍ଦିପୁର ଗାଁ ପୋଖରୀ କୂଳରେ ୩ ନବଜାତଙ୍କ ମୃତଦେହ ଠାବ ହୋଇଛି।
ମୃତ ୩ ନବଜାତକୁ କିଏ ଓ କାହିଁକି ପକାଇଲା କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

Prev Post
Next Post