କେନ୍ଦୁଝର,୨୯/୭(ଏସ ଏସ ନିଉଜ)ପୋଖରୀରେ ବୁଡି ୪ବର୍ଷର ଶିଶୁକନ୍ୟା ମୃତୁବରଣ କରିଛି।କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡ଼ିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।ଜଣେ ୪ ବର୍ଷ ଶିଶୁକନ୍ୟାର ପୋଖରୀରେ ବୁଡି ମୃତ୍ୟୁ ଘଟିଛି ।ମୃତକ ହେଲେ ବୁଢ଼ିକାପୁଡି ଗ୍ରାମର ଧର ମୁଣ୍ଡାଙ୍କ ଝିଅ ସନ୍ଧ୍ୟା ମୁଣ୍ଡା ।

Prev Post
Next Post