ପୋଲିସ ଭ୍ୟାନରୁ ଜବତ ହେଲା ମୂଲ୍ୟବାନ କାଠ

ଖବର ଆଜିର,ତାରିଖ ୦୫/୧୧/୨୧, ଶୁକ୍ରବାର

0 236

୧-ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର: ତେଲରୁ ୩ ଟଙ୍କା ଭାଟ୍‌ ହ୍ରାସ କଲେ ରାଜ୍ୟ ସରକାର।
୨-ଭୁବନେଶ୍ବର:ଦୀପାବଳି ଅଘଟଣ: ୨ ମୃତ, ୩ ଗୁରୁତର।
୩-ନକଲି ଶିକ୍ଷକଙ୍କୁ ଧରିବାକୁ ସମୟ ଗଡାଉଛନ୍ତି ଶିକ୍ଷା ଅଧିକାରୀ।ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ।
୪-ଭୁବନେଶ୍ୱର ଶୈଳଶ୍ରୀବିହାରରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା: ଅଭିଯୁକ୍ତ ରୂପେଶ ପଣ୍ଡା ଗିରଫ।
୫-ପୁରୀ:ସପ୍ତମ ଶ୍ରେଣୀରେ ପଢୁଛନ୍ତି କୁନି ନନା,ବଡ଼ ବଡ଼ ଶ୍ଲୋକ ଅନର୍ଗଳକହି ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉଛନ୍ତି।
୬-ପାରଳାଖେମୁଣ୍ଡି:ପୋଲିସ ଭ୍ୟାନରୁ ବିପୁଳ ପରିମାଣରେ ଜବତ ହେଲା ମୂଲ୍ୟବାନ କାଠ; ୪ ଜଣ ପୋଲିସ କର୍ମଚାରୀ ଅଟକ।
୭-ବ୍ରହ୍ମପୁର:ବ୍ରହ୍ମପୁର ITIର ଛାତ୍ରଛାତ୍ରୀ ଇଲେକଟ୍ରୋନିକ୍‌ ଆବର୍ଜନାରେ ନିର୍ମାଣ କଲେ ୩୦ ଫୁଟର ରୋବୋର୍ଟ।
୮-ମୁକ୍ତିଲାଭ କଲା ଦ୍ଵିଭାଷିକ ଜଗନ୍ନାଥ ମ୍ୟୁଜିକ ଭିଡ଼ିଓ ‘ଲଭଲି ଗଡ଼’; ଓଡ଼ିଆରେ ନାଁ ରହିଛି ‘ଉଡ଼ା ଚଢ଼େଇ’।
୯-ରାଜ୍ୟରେ ସୁସ୍ଥ ହେଲେ ଆଉ ୪୪୭ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ।
୧୦-ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ମୁଖ୍ୟ କିରାଣୀ, ସିକ୍ୟୁରିଟି ଟଙ୍କା ରିଲିଜ ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ।

୧୧-ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦୀ, କହିଲେ ସୀମାନ୍ତରେ ପହରା ଦେଉଥିବା ଯବାନମାନେ ଦେଶର ‘ସୁରକ୍ଷା କବଚ’।
୧୨-ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଦାରନାଥ ଗସ୍ତ, ଲୋକାର୍ପଣ-ଶିଳାନ୍ୟାସ ହେବ ୪୦୦ କୋଟି ଟଙ୍କାର ପ୍ରକଳ୍ପ।
୧୩-କରୋନା ଭଲ କରିବ ବଟିକା ! ମର୍କ କମ୍ପାନୀର ‘ମଲନୁପିରାଭିର’ ବଟିକାକୁ ମଞ୍ଜୁରୀ ଦେଲା ବ୍ରିଟେନ୍ ।ସୁପ୍ରଭାତ, ଗୁଡମର୍ଣିଂ,ଆଜି ଗୋବର୍ଦ୍ଧନ ପୂଜା।କର୍ମ ପାଖରେ ନା କାଗଜ ଅଛି ନା ବହି, ନା ଖାତା ଅଛି ହେଲେବି ତା’ ପାଖରେ ସାରା ଦୁନିଆର ହିସାବ ଅଛି🙏ଜୟ ଶ୍ରୀରାମ🙏

 

Leave A Reply

Your email address will not be published.