ପ୍ରଧାନଶିକ୍ଷକଙ୍କ ବିଦାୟକାଳିନସଭା

0 176

ମେଣ୍ଢାଶାଳ,୪/୮(ଏସଏସନିୟୁଜ)ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଦାନଶିକ୍ଷକ ପୁର୍ଣଚନ୍ଦ୍ରଜେନାଙ୍କୁ ବିଦ୍ୟାଳୟ ପରିସରରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କାରାଯାଇଛି ।ସ୍କୁଲର ବରିଷ୍ଟ ସିକ୍ଷକ ଦେବଦତନନ୍ଦଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବରିଷ୍ଟ ନାଗରିକ ସୁରେନ୍ଦ୍ରନାଥ ସମନ୍ତରାୟ, ଭାସ୍କରଚନ୍ଦ୍ରସୁବୁିଦ୍ଧି, ପ୍ରଫୁଲକୁମାରପାତ୍ର,ପଦ୍ମଚରଣବଡଜେନା,ସ୍କୁଲକମିଟିର ସଭାପତି ନୀଳକଣ୍ଠ ବାରିକ,ବିଦ୍ୟାଳୟସଭାପତି ଅକ୍ଷୟକୁମାରପାଣ୍ଡବ.ମୋସ୍କୁଲଉପସଭାପତି ପ୍ରଭାତକୁମାରରାଉତରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ ଉନ୍ନତିମୁଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.