ଭୁବନେଶ୍ୱର,୨୮।୯(ଏସଏସ ନିଉଜ)ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା।ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ ପାଇଛନ୍ତି।ଅଜିତ ଅଗରକର ଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ।ନୂଆ ସଦସ୍ୟଭାବେ ଆର୍ପି ସିଂ ସାମିଲ, ସ୍ଥାନ ବଜାୟରଖିଲେ ଅଜୟ ରାତ୍ରା।
