ପ୍ରେମ ପାଇଁ ୯୭ଲକ୍ଷ

0 396

ଭୁବନେଶ୍ୱର, ୨୯/୪(ଏସଏସନିଉଜ) ପ୍ରେମ ପାଇଁ ବାଜିଲାଗିଲା ୯୭ଲକ୍ଷ । ପ୍ରେମିକ ପାଇଁ ୯୭ଲକ୍ଷ ଠକେଇ କରି ଧରାପଡିଛନ୍ତି ପ୍ରେମିକା । ୯୭ଲକ୍ଷ ଟଙ୍କା ଠକେଇ ମାମଲାରେ ପ୍ରେମିକାକୁ ଗିରଫ କରିଛି ତମଣ୍ଡୋ ଥାନା ପୋଲିସ । ଯୁବତୀ ଜଣଙ୍କ ଏକ ଘେରୋଇ କଲେଜରେ ଆକାଉଣ୍ଟାଣ୍ଟ ଥିଲେ। ବର୍ଷକ ଭିତରେ ପାଖାପାଖି ୯୭ ଲକ୍ଷ ଟଙ୍କା ଫୋନ୍ ପେ ଜରିଆରେ ପଠାଇଥିଲେ ଉକ୍ତ ଲେଡି ଆକାଉଟାଣ୍ଟ । ତେବେ ଟଙ୍କା ଗାଏବ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ କଲେଜ କର୍ତ୍ତୁପକ୍ଷ ।ଶେଷରେ ଲେଡି ଆକାଉଣ୍ଟାଣ୍ଟ ପାୟଲକୁ ଗିରଫ କରିଛି ପୋଲିସ୍ ।

Leave A Reply

Your email address will not be published.